ମନୋରଞ୍ଜନ

ନୂଆ ଅବତାରରେ ନଜର ଆସିବେ କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି

ନୂଆ ଅବତାରରେ ନଜର ଆସିବେ କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି । ମିଳିଥିବା ସୂଚନା ମୁତାବକ ସୋନି ମ୍ୟୁଜିକ ଦ୍ୱାରା ରିଲିଜ ହେବାକୁ ଥିବା ହନୁମାନ ଚାଳିଶାରେ ଅନୁଭବ କଣ୍ଠଦାନ କରିଛନ୍ତି ।

ଖୋଦ ଅନୁଭବ ଏ ବାବଦରେ ଜଣାଇଛନ୍ତି । ତେବେ ଆଜି ରିଲିଜ ହୋଇଥିବା ପୋଷ୍ଟରରେ ଅନୁଭବଙ୍କୁ ଧ୍ୟାନ କରୁଥିବା ମୁଦ୍ରାରେ ଦେଖିବାକୁ ମିଳିଛି। ଏହାର ନିର୍ଦ୍ଦେଶନା ଅଜୟ ପାଢ଼ୀ ଦେଇଥିବାବେଳେ ଅନୁଭବଙ୍କ ବନ୍ଧୁ ଜାଗୃତି ଶୁକ୍ଳା ଏହାର ପ୍ରଯୋଜନା ଭାର ସମ୍ଭାଳୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com