କ୍ରୀଡ଼ା

ଶାହାରୁଖ ଖାନ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ଦଳର ମାଲିକ ଥିବାରୁ ଏହା ମାଧ୍ୟମରେ ଅଭିନେତା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ମ୍ୟାଚ୍ ଫି, ଫ୍ରାଞ୍ଚାଇଜ୍ ଫି, ବିସିସିଆଇ ଇଭେଣ୍ଟ ରାଜସ୍ୱ ଏବଂ ପୁରସ୍କାର ରାଶିରୁ ବହୁତ ଟଙ୍କା ରୋଜଗାର କରନ୍ତି

ଶାହାରୁଖ ଖାନ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ଦଳର ମାଲିକ ଥିବାରୁ ଏହା ମାଧ୍ୟମରେ ଅଭିନେତା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ମ୍ୟାଚ୍ ଫି, ଫ୍ରାଞ୍ଚାଇଜ୍ ଫି, ବିସିସିଆଇ ଇଭେଣ୍ଟ ରାଜସ୍ୱ ଏବଂ ପୁରସ୍କାର ରାଶିରୁ ବହୁତ ଟଙ୍କା ରୋଜଗାର କରନ୍ତି।

ଶାହରୁଖ ଖାନ କୋଲକାତା ନାଇଟ୍ ରାଇଡର୍ସରୁ ପ୍ରତିବର୍ଷ ୨୫୦ରୁ ୨୭୦କୋଟି ଟଙ୍କା ରୋଜଗାର କରନ୍ତି। ତେବେ ଟିମ ପାଇଁ ୧୦୦କୋଟିରୁ ଅଧିକ ଖର୍ଚ୍ଚ ମଧ୍ୟ ହୋଇଥାଏ।

Related Articles

Back to top button
WP Twitter Auto Publish Powered By : XYZScripts.com