ଅନ୍ତର୍ଜାତୀୟ

୨୦୨୪ ମିସ୍‌ ୟୁନିଭର୍ସ ବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବ ସାଉଦି ଆରବ

୨୦୨୪ ମିସ୍‌ ୟୁନିଭର୍ସ ବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବ ସାଉଦି ଆରବ। ପ୍ରଥମ ଥର ପାଇଁ ସାଉଦି ଆରବ ତା’ର ପ୍ରତିଯୋଗୀଙ୍କୁ ଏହି ପ୍ରତିଯୋଗିତାକୁ ପଠାଇବ।

ମଡେଲ ରୁମୀ ଅଲକାହତାନୀ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସାଉଦି ଆରବକୁ ପ୍ରତିନିଧିତ୍ୱ କରିବେ। ରୁମୀ ଅଲକାହତାନୀ ନିଜେ ସୋଶାଲ ମିଡିଆରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com