କ୍ରୀଡ଼ା

କ୍ରିକେଟ୍‌ ପ୍ରଶଂସକମାନଙ୍କ ପାଇଁ ଭଲ ଖବର ସାମ୍ନାକୁ ଆସିଛି

କ୍ରିକେଟ୍‌ ପ୍ରଶଂସକମାନଙ୍କ ପାଇଁ ଭଲ ଖବର ସାମ୍ନାକୁ ଆସିଛି। କ୍ରିକେଟ୍‌ ପଡ଼ିଆରେ ଭାରତ ଓ ପାକିସ୍ତାନର ମହିଳା ଟିମ୍‌ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ଉଭୟ ଦେଶ ମଧ୍ୟରେ ମହିଳା ଏସିଆ କପ୍‌-୨୦୨୪ରେ ଏହି ମୁକାବିଲା ହେବ। ଏସୀୟ କ୍ରିକେଟ୍‌ ପରିଷଦ ମହିଳା ଏସିଆ କପ୍‌ ପାଇଁ କ୍ରୀଡ଼ାସୂଚୀ ଜାରି କରିଛି।ମହିଳା ଏସିଆ କପ୍‌-୨୦୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ଆସନ୍ତା ଜୁଲାଇ ୨୧ରେ ମୁକାବିଲା ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com