ଜାତୀୟ

ଟେସଲା ପକ୍ଷରୁ ଦେଶରେ ପ୍ରଥମ ରିଫର୍ବିସଡ୍ ବ୍ୟାଟେରୀ ବ୍ରାଣ୍ଡ ‘ ରିଷ୍ଟୋର’ ଲଞ୍ଚ କରିଛି

ଆମେରିକାର ଏକ କମ୍ପାନୀ ଧୀରେ ଧୀରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଆମେରିକୀୟ କମ୍ପାନୀ ଟେସଲା ପାୱାର ଇଣ୍ଡିଆ ଭାରତୀୟ ଗ୍ରାହକଙ୍କ ମଧ୍ୟରେ ନିଜ ବଜାର ଖୋଲିବାକୁ ଯାଉଛି । କମ୍ପାନୀ ଘୋଷଣା କରିଛି କି ଭାରତରେ ୫,୦୦୦ ବ୍ୟାଟେରୀ ରିଫର୍ବିସିଙ୍ଗ ସେଣ୍ଟର ଖୋଲିବ ।

ଏହାର ଲାଭ ଇ-ବାହାନ ବଜାରକୁ ମିଳିବ । କମ୍ପାନୀ ୨୦୨୫ ସୁଦ୍ଧା ଏହି ଲକ୍ଷ୍ୟକୁ ପୂରଣ କରିବ । ଟେସଲା ପକ୍ଷରୁ ଦେଶରେ ପ୍ରଥମ ରିଫର୍ବିସଡ୍ ବ୍ୟାଟେରୀ ବ୍ରାଣ୍ଡ ‘ ରିଷ୍ଟୋର’ ଲଞ୍ଚ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com