ଅନ୍ତର୍ଜାତୀୟ

ଜଳମଗ୍ନ ହେଲା ଦୁବାଇ ସହର

ଜଳମଗ୍ନ ହେଲା ଦୁବାଇ ସହର। ଯାହାଫଳରେ, ଭାରତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ଦୁବାଇ ଅଭିମୁଖେ ଯାଉଥିବା ପ୍ରାୟ ୧୫ଟି ବିମାନକୁ ବାତିଲ କରିଥିବାବେଳେ ଭାରତକୁ ଆସିବାକୁ ଥିବା ୧୩ଟି ବିମାନ ବାତିଲ କରାଯାଇଛି।

ଦୁବାଇରେ ଖରାପ ପାଗ ଯୋଗୁ ଯାତ୍ରା ବିଶୃଙ୍ଖଳା ସୃଷ୍ଟି ହୋଇଥିବାରୁ ଯାତ୍ରୀମାନଙ୍କ ପାଇଁ ସମସ୍ତ ଚେକ୍ ଇନ୍ ବନ୍ଦ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com