କ୍ରୀଡ଼ା
-
ଅଗଷ୍ଟରେ ଫେରିବେ! ମଇଦାନରେ ପୁଣି କମାଲ କରିବେ ବୁମରା
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଭାରତୀୟ ସ୍ପିଡ୍ ଷ୍ଟାର୍ ଯଶପ୍ରୀତ ବୁମରା ଏବେ ଟିମ୍ ଇଣ୍ଡିଆକୁ କମ୍ ବ୍ୟାକ୍ କରିବାକୁ ଫୁଲ୍ ପ୍ରସ୍ତୁତ ହେଉଛନ୍ତି । ଖବର ଅନୁଯାୟୀ…
Read More » -
ଧୋନୀଙ୍କ ଗାଡ଼ି ସଉକ, ଘରକୁ କରିଦେଲେଣି ଏକ ଶୋ’ରୁମ୍
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: କ୍ରିକେଟ ଜଗତର କ୍ୟାପ୍ଟେନ୍ କୁଲ୍ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ। ଧୋନୀ କ୍ରିକେଟ ପାଇଁ ଯେତିକି ଚର୍ଚ୍ଚାରେ ଥାଆନ୍ତି ସେତିକି ନିଜ…
Read More » -
ଏସିଆ କପ୍ ୨୦୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା…
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଏସିଆ କପ୍ ୨୦୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ରେଖେଳାଯିବା ସମ୍ଭାବନା ରହିଛି । ଏକ ରିପୋର୍ଟ ଅନୁଯାୟୀ ଏହି ଦୁଇ…
Read More » -
ୱେଷ୍ଟଇଣ୍ଡିଜ୍ ପରେ ବି ଜାରି ରହିବ ରାହାଣେଙ୍କ ପ୍ରଦର୍ଶନ, ଟିମ୍ ଇଣ୍ଡିଆର ବଡ଼ ଅପ୍ଡେଟ୍
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପ୍ ୨୦୨୧-୨୩ର ଫାିନାଲ୍ ମ୍ୟାଚ୍ ହାରିବାପରେ ଭାରତୀୟ ଦଳ ପରବର୍ତ୍ତି ସଂସ୍କରଣ ଆରମ୍ଭ କରି ଦେଇଛି । ଏହି ସମୟରେ…
Read More » -
ନୋଭାକ ଜୋକୋଭିଚଙ୍କୁ ପରାସ୍ତ କଲେ କାର୍ଲୋସ ଆଲକାରଜର
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ୱିମ୍ବେଲଡନ ଟେନିସ ଫାଇନାଲରେ ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ପରାସ୍ତ କରି ସ୍ପେନର କାର୍ଲୋସ ଆଲକାରଜର ବାଜି ମାରି ନେଇଛନ୍ତି। ଏଥିସହ ସେ ପ୍ରମାଣିତ…
Read More » -
ଅଶ୍ୱିନୀଙ୍କ ରେକର୍ଡ: ଅନ୍ତର୍ଜାତୀୟ କ୍ରିକେଟରେ ନେଲେ ୭୦୦ ୱିକେଟ୍
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରେ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ରେକର୍ଡ । ଅନିଲ କୁମ୍ବଲେ ଏବଂ ହରଭଜନ ସିଂହଙ୍କ ପରେ ତୃତୀୟ ଭାରତୀୟ ଭାବେ ୭୦୦ ୱିକେଟ୍…
Read More » -
ରୋହନ ବୋପାନ୍ନା ଓ ମାଥ୍ୟୁ ଏବଡେନଙ୍କ କମାଲ୍: Semi Final Wimbledon 2023
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଣ୍ଟ-୨୦୨୩ରେ ଭାରତର ସିନିୟର ଖେଳାଳି ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ କମାଲ୍ କରିଛନ୍ତି। ଦୁହେଁ ପୁରୁଷ ଡବଲ୍ସ…
Read More » -
ରିଲିଜ ହେଲା ଧୋନୀଙ୍କ ପ୍ରଯୋଜିତ ପ୍ରଥମ ସିନେମା LGMର ଟ୍ରେଲର
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: କ୍ରିକେଟରେ ଯାଦୁ ଦେଖାଇବା ପରେ ଫିଲ୍ମ ଦୁନିଆରେ କମାଲ କରିବେ ମହେନ୍ଦ୍ର ସିଂହ ଧୋନୀ। ସିନେମା ଦୁନିଆରେ ପାଦ ଥାପିଛନ୍ତି ଭାରତୀୟ କକେଟ…
Read More » -
ଅଷ୍ଟ୍ରେଲିଆ ଓ ସାଉଥ-ଆଫ୍ରିକା ଦିନିକିଆ ମ୍ୟାଚରେ ବିସ୍ଫୋରଣ…
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଦିନକୁ ଦିନ ପରିବର୍ତ୍ତନ ହେଉଛି କ୍ରିକେଟର କଳେବର । ଦିନକୁ ଦିନ ବୋଲରଙ୍କ ଅପେକ୍ଷା ବଢୁଛି ବ୍ୟାଟମ୍ୟାନଙ୍କ କ୍ରେଜ। ତିନି ଦଶନ୍ଧି ତଳେ…
Read More »