BJP
-
ଓଡ଼ିଶା
ବସ୍ ଧକ୍କାରେ ବିଜେପି ଯୁବନେତା ଭିକାରୀ ସେଠୀଙ୍କ ମୃତ୍ୟୁ
ସାନଖେମୁଣ୍ଡି: ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତା ତଥା ଦିଗପହଣ୍ଡି ଥାନା ସମ୍ମୁଖରେ ବସ୍ ଧକ୍କାରେ ବିଜେପି ଯୁବନେତା ଭିକାରୀ ସେଠୀଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ବୁଧବାର…
Read More » -
ଓଡ଼ିଶା
ଗଞ୍ଜାମ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ଶ୍ରୀମତି ମୀନା ଦ୍ୟାନ ସାମନ୍ତରା
ବ୍ରହ୍ମପୁର: ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଶ୍ରୀମତି ମୀନା ଦ୍ୟାନ ସାମନ୍ତରାଙ୍କ…
Read More » -
ଓଡ଼ିଶା
ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର,୧୮/୦୭/୨୦୨୨- ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଦିଗପହଣ୍ଡି ରାଜନହର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ…
Read More » -
ଓଡ଼ିଶା
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ, କଂଗ୍ରେସକୁ କଡ୍ଡା ସମାଲୋଚନା କଲା ବିଜେପି
କେନ୍ଦୁଝର: ଆଦିବାସୀ ବିଜେପି ନେତ୍ରୀ ତଥା ପୂର୍ବତନ ଝାରଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଦ୍ରୌପଦୀଙ୍କ ସପକ୍ଷରେ ଏନଡିଏ ସହ…
Read More » -
ଓଡ଼ିଶା
ବିଜେପି ଓ କଂଗ୍ରେସ ଛାଡିଲେ ଶତାଧିକ କର୍ମୀ, ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ
ମାହାଙ୍ଗା: ମାହାଙ୍ଗା ବ୍ଲକ ମଉଦା ପଞ୍ଚାୟତରେ ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ନିଜ ନିଜ ଦଳର କାର୍ଯ୍ୟରେ…
Read More » -
ଜାତୀୟ
ଗୋଆରେ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା, ବିଜେପିରେ ସାମିଲ ହୋଇପାରନ୍ତି ୯ ବିଧାୟକ
ପାନାଜୀ: ମହାରାଷ୍ଟ୍ର ସଂକଟ ପରେ ଏବେ ଗୋଆରେ କଂଗ୍ରେସରେ ବିଦ୍ରୋହର ଆଶଙ୍କା । ସୂଚନା ଅନୁସାରେ କଂଗ୍ରେସର ୯ ଜଣ ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି ।…
Read More » -
ଜାତୀୟ
ବିଜେପିରୁ ୨୫ ବିଧାୟକ, ସିନ୍ଦେଙ୍କ ୧୩ ବିଧାୟକ ହେବେ ମନ୍ତ୍ରୀ, ଚାଲିଛି ମହାରାଷ୍ଟ୍ର କ୍ୟାବିନେଟ୍କୁ ସହମତିର ପ୍ରସ୍ତୁତି
ମୁମ୍ୱାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାବିନେଟ୍ରେ ୪୫ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳିବା ନେଇ ସମ୍ଭାବନା ରହିଛି । ଯେଉଁଥିରେ ଅଧିକାଂଶ ମନ୍ତ୍ରୀ ବିଜେପିର ରହିବେ ।…
Read More » -
ଓଡ଼ିଶା
ଶୂନ୍ୟକାଳରେ ପୁଣି ଥରେ ଉଠିଲା ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ : ସିବିଆଇ ତଦନ୍ତ ଦାବି କଲା ବିଜେପି
ଭୁବନେଶ୍ବର: ବିଧାନସଭା ଶୂନ୍ୟକାଳରେ ପୁଣି ଥରେ ଉଠିଲା ରାଗିଂ କାରଣରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ । ସିବିଆଇ ତଦନ୍ତ ଦାବି କଲା…
Read More » -
ଓଡ଼ିଶା
ଆଗାମୀ ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ସମୟ ହେବ ଦେଶରେ ବିଜେପିର ସମୟ, ବିଶ୍ୱଗୁରୁ ହେବ ଭାରତ : ଅମିତ ଶାହ
ହାଇଦ୍ରାବାଦ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦ ବିଜେପି କାର୍ଯ୍ୟକାଣୀ ବୈଠକକୁ ସମ୍ବୋଧିତ କରି ଆଗାମୀ ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ…
Read More » -
ଜାତୀୟ
ସହଜରେ ଜିତିଯିବେ ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ, ଦରକାର ନାହିଁ ଅନ୍ୟ ଦଳର ସାହାଯ୍ୟ : ଏମିତି ରହିଛି ଗଣିତ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିକୁ ସହଯୋଗୀ ଦଳଙ୍କ ଆବଶ୍ୟକତା ରହିଛି । ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେପି ପାଖରେ ପର୍ଯ୍ୟାପ୍ତ ଭୋଟ୍…
Read More »