ଜାତୀୟ

କରୋନାରେ ଆକ୍ରାନ୍ତ ହେଲେ ଉପ-ରାଷ୍ଟ୍ରପତି ଏମ୍ .ଭେଙ୍କେଆ ନାଇଡ଼ୁ

ନୂଆଦିଲ୍ଲୀ() କରୋନାରେ ଆକ୍ରାନ୍ତ ହେଲେ ଉପ-ରାଷ୍ଟ୍ରପତି ଏମ୍ .ଭେଙ୍କେଆ ନାଇଡ଼ୁ । ଏନେଇ ସେ ଟ୍ୱିଟରରେ ସୁଚନା ଦେଇଛନ୍ତି । ବର୍ତ୍ତମାନ ସେ ହାଇଦ୍ରାବାଦ୍ ରେ ରହିଥିବା ବେଳେ ହୋମ୍ ଆଇସୋଲେସନ୍ ରେ ଥିବା କୁହାଯାଇଛିି । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ମାନେ ପୂର୍ବରୁ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଦୟାକରି କରୋନା ପରୀକ୍ଷା କରାଇ ନିଅନ୍ତୁ ।

ସୁଚନା ଅନୁସାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ବର୍ତ୍ତମାନ ଏହା ଦ୍ୱାରା ଅନେକ ମନ୍ତ୍ରୀ ,ନେତା,ଅଭିନେତା ମାନେ ଆକ୍ରାନ୍ତ ହେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com