ବାଣିଜ୍ୟ

ବ୍ୟାଙ୍କରେ ଜମା ହୋଇଥିବା ୪୮ ହଜାର କୋଟି ଟଙ୍କାର କେହି ଉତ୍ତରାଧିକାରୀ ନାହାନ୍ତି

ନୂଆଦିଲ୍ଲୀ,୨୮/୦୭/୨୦୨୨- ବ୍ୟାଙ୍କରେ ବଢୁଛି ଦାବିହୀନ ଜମାରାଶୀ । ଜମା ହୋଇଥିବା ୪୮ ହଜାର  କୋଟି  ଟଙ୍କାର  କେହି ଉତ୍ତରାଧିକାରୀ ନାହାନ୍ତି ।  ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ଦେଶରେ କର୍ଣ୍ଣାଟକ, ବିହାର ଏବଂ ତେଲେଙ୍ଗାନା ଭଳି ୮ଟି ରାଜ୍ୟରେ ଏଭଳି  ଦାବିହୀନ ଟଙ୍କାର ପରିମାଣ ଅଧିକ ରହିଛି । ୨୦୨୦-୨୧ରେ ବ୍ୟାଙ୍କଗୁଡିକରେ ଏହି ଦାବିହୀନ ଟଙ୍କାର ପରିମାଣ ୪୮, ୨୬୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ତେଣୁ ଦାବିହୀନ ଜମାରାଶୀର ପ୍ରକୃତ ଦାବିଦାରଙ୍କୁ ଖୋଜିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଜାତୀୟ ଅଭିଯାନ ଆରମ୍ଭ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com