Featuredଓଡ଼ିଶା

ବାପା ମାଆଙ୍କ ଆଗରେ ଦୁଇ ପିଲାଙ୍କୁ ଦଳିଦେଲା ହାତୀ

ଝାରସୁଗୁଡ଼ା କର୍ମିରା ବ୍ଲକ ଭଉଁରାଠାରେ ଘଟିଛି ଅଘଟଣ । ମାଆ ବାପାଙ୍କ ଆଗରେ ଦୁଇ ନାବାଳକ ପିଲାଙ୍କୁ ହାତୀ ଦଳି ଦେଇଛି । ମୃତ ନାବାଳକ ହେଲେ ଧନଞ୍ଜୟ ସନାତମୀ ଓ ଅଭୟ ସନାତମୀ । ପିଲାଙ୍କୁ ବଞ୍ଚାଇବାକୁ ଯାଇ ବାପା ମାଆ ଆହତ ହୋଇଛନ୍ତି । ମାଆ ଲେହେରାବାଇଙ୍କ ହାତ ଭାଙ୍ଗିଥିବା ବେଳେ ବାପା ଉମେଶ ରାମ ସାମାନ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ଦିନ ତଳେ ଇଟାଭାଟି କାମ କରିବାକୁ ଦୁଇ ଦିନ ତଳେ ଛତିଶଗଡ଼ରୁ ଆସିଥିଲେ ଉମେଶ ରାମଙ୍କ ପରିବାର ।

Related Articles

Back to top button
WP Twitter Auto Publish Powered By : XYZScripts.com