ବାଣିଜ୍ୟ

ଭିଜିଲାନ୍ସ ଜାଲରେ ଯଶୀପୁର ତହସିଲର କନିଷ୍ଠ କିରାଣି

ଭୁବନେଶ୍ୱର, ୦୨/୧୨/୨୦୨୨-  ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଯଶୀପୁର ତହସିଲର କନିଷ୍ଠ କିରାଣି ଭାର୍ଗବ ଚନ୍ଦ୍ର ମହାକୁଡ଼ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ କାଳିଆଣି ଗାଁର ଭୀଷ୍ମଚରଣ ହେମ୍ବ୍ରମ୍‌ଙ୍କଠାରୁ ଜମି ପଟ୍ଟା କରି ଦେବାକୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଛି । ଟଙ୍କା ଜବତ ପରେ ଭାର୍ଗବଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ । ଏବେ ବି ଚଢାଉ ଜାରି ରଖିଛି ଭିଜିଲାନ୍ସ । ପୂର୍ବରୁ ମଧ୍ୟ ଭୀଷ୍ମଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବା ସ୍ୱୀକାର କରିଛନ୍ତି ଭାର୍ଗବ ।

Related Articles

Back to top button
WP Twitter Auto Publish Powered By : XYZScripts.com