ଅନ୍ୟାନ୍ୟ

ଆତ୍ମ ସମର୍ପଣ କଲେ ୩ ମାଓବାଦୀ

ଭୁବନେଶ୍ୱର, ୨୬/୦୧/୨୦୨୩ –   ମାଲକାନଗିରିରେ ଗୁରୁବାର ୩ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ, A.D.G ଅପରେସନ ଓ A.D.G ଏସଆଇଡବ୍ଲୁଙ୍କ ଉପସ୍ଥିତିରେ ଏହି ମାଓବାଦୀମାନେ ଆତ୍ମ ସମର୍ପଣ କରିଥିବା ଜଣାଯାଇଛି ।

ଏମାନେ ସମସ୍ତେ କାଂଗେର ଘାଟି ଏରିଆ କମିଟିରେ ପାର୍ଟି ମେମ୍ବର ଥିଲେ । ଏ ନେଇ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି । ଦଲଦଲି ଅଞ୍ଚଳରୁ ଏମାନେ ଆତ୍ମ ସମର୍ପଣ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com