Featuredଅନ୍ତର୍ଜାତୀୟ

ସୀମାରେ ସାମରିକ ସ୍ଥିତି ମଜଭୂତ କରୁଛି ଡ୍ରାଗନ

ଆଗକୁ ଅଧିକ ଘନେଇପାରେ ଭାରତ-ଚୀନ ସୀମା ବିବାଦ । ରଏଟର୍ସ ରିପୋର୍ଟ ଅନୁସାରେ ସୀମାରେ ଚୀନ ଦ୍ରୁତ ଗତିରେ ନିଜର ସାମରିକ ସ୍ଥିତି ମଜବୁତ କରୁଛି । ନିକଟରେ ଲଦାଖରେ ବସିଥିଲା ‘ସିକ୍ୟୁରିଟି ଇସ୍ୟୁଜ ଫର ଟ୍ରେନିଂ ଲ୍ୟାଣ୍ଡ ବର୍ଡର’ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଏହି ବୈଠକରେ ଉପସ୍ଥାନ କରାଯାଇଥିବା ରିପୋର୍ଟ ଆଧାରରେ ଏକଥା କୁହାଯାଇଛି କି ଆଗକୁ ସୀମାରେ ସଂଘର୍ଷ ବୃଦ୍ଧି ହୋଇପାରେ । ସୂଚନା ଅନୁସାରେ ଏଲଏସିରେ କାରାକୋରାମ ଖାଇରୁ ଚୁମୁର ପର୍ଯ୍ୟନ୍ତ ଥିବା ମୋଟ ୬୫ଟି ପାଟ୍ରୋଲିଂ ପଏଂଟରୁ ୨୬ଟି ପଏଣ୍ଟରେ ଭାରତୀୟ ସେନାର ଅନୁପସ୍ଥିତି ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com