ଜୀବନଶୈଳୀ

ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟରେ ନିଆଁ

 ଭୁବନେଶ୍ୱର, ୦୩/୦୨/୨୦୨୩ –   ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟରେ ଅଗ୍ନିକାଣ୍ଡ । ଶୁକ୍ରବାର ଆବୁଧାବିରୁ କଲିକଟ ଆସୁଥିବା ବେଳେ ବିମାନ ଇଞ୍ଜିନରେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଆବୁଧାବି ଏୟାରପୋର୍ଟରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି । ତେବେ ବିମାନରେ ଥିବା ୧୮୪ ଜଣ ଯାତ୍ରୀ ଓ କ୍ରୁ ମେମ୍ବର ସୁରକ୍ଷିତ ଥିବା ଜଣାପଡ଼ିଛି । ନିଆଁ ଲାଗିବା ସମୟରେ ବିମାନଟି ୧୦୦୦ ଫୁଟ ଉଚ୍ଚରେ ଉଡ଼ୁଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com