ଜୀବନଶୈଳୀ

ଭୁବନେଶ୍ୱର-କଟକ ମଧ୍ୟରେ ପୁଣି ଚାଲିବ ମହିଳା ବସ୍‌

ଭୁବନେଶ୍ୱର ୦୬/୦୨/୨୦୨୩ –   ରାଜଧାନୀ ଭୁବନେଶ୍ୱର ଏବଂ କଟକକୁ ବହୁ ମହିଳା ପାଠ ପଢିବା ପାଇଁ ହେଉ କିମ୍ବା ଚାକିରି ପାଇଁ ହେଉ ଅଧିକ ସଂଖ୍ୟାରେ ଆସୁଛନ୍ତି । ଏହି ସମୟରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ମହିଳା ବସ୍‌ ସେବା ନିହାତି ଆବଶ୍ୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବହୁ ଅଭିଯୋଗ ଆସିଛି ।

ତେଣୁ ଏହି ୨ ସହର ମଧ୍ୟରେ ଆଉଥରେ ମଧ୍ୟରେ ମହିଳା ବସ୍‌ ସେବା ଆରମ୍ଭ କରିବାକୁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ ନିଗମ – OSRTCକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ୨୦୧୩ରେ ରାଜ୍ୟ ସରକାର ଏହି ସେବା ଆରମ୍ଭ କରିଥିଲେ । ସେହି ସମୟରେ ଏହା ବେଶ ଲୋକପ୍ରିୟ ମଧ୍ୟ ହୋଇଥିଲା । କିନ୍ତୁ କୌଣସି କାରଣରୁ ରାଜ୍ୟ ପରିବହନ ବିଭାଗ ଏହାକୁ ବନ୍ଦ କରିଦେଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com