ଐତିହ୍ୟ ଓ ସଂସ୍କୃତି

ଶାହାରୁଖଙ୍କ ସହ ନାଚିଲେ ବିରାଟ : ଭିଡିଓ ହେଉଛି ଭାଇରାଲ

କୋଲକାତା, ୦୮/୦୪/୨୦୨୩ –   ଖାଲି ବଲିଉଡର ଅଭିନେତା ନୁହଁନ୍ତି, ଭାରତୀୟ କ୍ରିକେଟରମାନେ ମଧ୍ୟ ଭଲ ନାଚି ପାରନ୍ତି । ସ୍ତ୍ରୀ ତାଙ୍କର ବଲିଉଡର ଆକ୍ଟ୍ରେସ । ତେଣୁ ସେ ବି ନାଚରେ କିଛି କମ ନୁହଁନ୍ତି । ଆମେ କହୁଛୁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ କଥା । ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି ।

ଯେଉଁଥିରେ ବିରାଟ କୋହଲି ଏବଂ ଶାହାରୁଖ ଖାନ ଇଡେନ ଗାର୍ଡେନରେ ଭେଟ ହେବାପରେ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ପରେ ଦୁଇଜଣ କିଛି ଆଳାପ କରୁଛନ୍ତି ଆଉ ଦୁହେଁ ନାଚୁଛନ୍ତି । ପ୍ରକୃତରେ କିଛିଦିନ ପୂର୍ବରୁ ରିଲିଜ ହୋଇଥିବା ଶାହାରୁଖଙ୍କ ଫିଲ୍ମ ପଠାନର ଲୋକପ୍ରିୟ ଗୀତ ‘ଝୁମେ ଜୋ ପଠାନ’ର ହୁକ ଷ୍ଟେପକୁ ଶାହାରୁଖ କୋହଲିଙ୍କୁ ଶିଖାଉଛନ୍ତି । ଆଉ ବିରାଟ ମଧ୍ୟ ଏହାକୁ ଫଲୋକରି ତାଙ୍କ ସାଙ୍ଗରେ ନାଚୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com