ଓଡ଼ିଶା

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ ହୋଇଛି।

ଭୁବନେଶ୍ୱରର ପଟିଆ ଚନ୍ଦକା ଶିଳ୍ପାଞ୍ଚଳ ଅନ୍ତର୍ଗତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ ହୋଇଛି।

ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଟି ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବର୍ତ୍ତମାନ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାରେ ପ୍ରଗତି ରଥ ଆଗେଇ ଚାଲିଛି। ଯୁବପିଢିଙ୍କ ପାଇଁ ଷ୍ଟାର୍ଟଅଫ କମ୍ପାନୀ ନିର୍ମାଣ ଓ ଶିଳ୍ପାୟନ ଦିଗରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com