ଜାତୀୟ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୪ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୪ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ଆରବିଆଇର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଫେବ୍ରୁଆରି ମାସର ୨୯ ଦିନ ମଧ୍ୟରୁ ବ୍ୟାଙ୍କ ୧୧ ଦିନ ପାଇଁ ଛୁଟି ରହିବ।

ତେଣୁ ସମୟ ଥାଉଥାଉ ବ୍ୟାଙ୍କ ସହିତ ଜଡ଼ିତ ଥିବା କାମକୁ ‌ଶେଷ କରି ଦିଅନ୍ତୁ। ଅନଲାଇନ୍, ୟୁପିଆଇ, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ସେବାଗୁଡିକ ବ୍ୟାଙ୍କ ଛୁଟିଦିନ ଦିନ ଚାଲୁ ରହିବ।

Related Articles

Back to top button
WP Twitter Auto Publish Powered By : XYZScripts.com