ଅନ୍ୟାନ୍ୟ

ରିସେପ୍ସନ ପାର୍ଟିରେ ବନ୍ଧୁ ଓ ବାହାଘରରେ ବରଯାତ୍ରୀ ବେଶରେ ଆସି କନିଆକୁ ମିଳିଥିବା ଗିଫ୍ଟ ଆଇଟମ ସହ ଟଙ୍କା ଖାମ୍ ଲୁଟି ନେଉଛନ୍ତି

ରିସେପ୍ସନ ପାର୍ଟିରେ ବନ୍ଧୁ ଓ ବାହାଘରରେ ବରଯାତ୍ରୀ ବେଶରେ ଆସି କନିଆକୁ ମିଳିଥିବା ଗିଫ୍ଟ ଆଇଟମ ସହ ଟଙ୍କା ଖାମ୍ ଲୁଟି ନେଉଛନ୍ତି । ଏଭଳି ଏକ ଘଟଣା ଘଟିଛି ବଡଗଡ ଥାନା ଅଂଚଳରେ ଥିବା ଏକ ମଣ୍ଡପରେ ।

ମଣ୍ଡପରେ ଝିଅ ବାହାଘର ଚାଲିଥିବା ବେଳେ ପାଖାପାଖି ୫ ଲକ୍ଷ ଟଙ୍କା ଲୁଟିନେଇ ଚାଲିଯାଇଛି ଲୁଟେରା । ସିସିଟିଭିରେ କଏଦ ହୋଇଛି ଚୋରି ବେଳର ଦୃଶ୍ୟ । ଯେଉଁଥିରେ ସ୍ପଷ୍ଟ ଭାବେ ଜଣାପଡୁଛି ଚୋର ଓ ଲୁଟେରାଙ୍କ କାରନାମା । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଚଳାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com