ଓଡ଼ିଶା

କୃଷକ ସାଥୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର

କୃଷକ ସାଥୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି କୃଷକ ସାଥୀଙ୍କ ସହାୟତା ରାଶିରେ ବୃଦ୍ଧି ହେବା ନେଇ ସରକାର ଘୋଷଣା କରିଛନ୍ତି ।

କୃଷକ ସାଥୀମାନଙ୍କ ସହାୟତା ରାଶି ବାବଦରେ ମିଳୁଥିବା ରାଶିକୁ ବାର୍ଷିକ ୧୨ ହଜାରରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ କୃଷକ ସାଥୀମାନଙ୍କୁ ଏହି ରାଶି ବାବଦରେ ୧୨ ହଜାର ଟଙ୍କା ଲେଖାଏଁ ମିଳୁଥିବା ବେଳେ ବର୍ତ୍ତମାନ ୧୮ ହଜାର ଟଙ୍କା ଲେଖାଏଁ ପାଇବେ କୃଷକ ସାଥୀ ।

Related Articles

Back to top button
WP Twitter Auto Publish Powered By : XYZScripts.com