ଓଡ଼ିଶା

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଓ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ବିଜେଡି ଉଭୟଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ ପୁରୀରୁ ଓ ବିପ୍ଲବ ପାତ୍ରଙ୍କୁ ଦିଗପହଣ୍ଡିରୁ ବିଧାୟକ ପ୍ରାର୍ଥୀ କରିଛି।

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଓ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ବିଜେଡି ଉଭୟଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ ପୁରୀରୁ ଓ ବିପ୍ଲବ ପାତ୍ରଙ୍କୁ ଦିଗପହଣ୍ଡିରୁ ବିଧାୟକ ପ୍ରାର୍ଥୀ କରିଛି।

ସେହିପରି ଚିକିଟି ବିଧାୟିକା ଉଷାଦେବୀଙ୍କ ପୁଅଙ ଚିନ୍ମୟନନ୍ଦ ସ୍ବରୂପ ଦେବଙ୍କୁ ଟିକେଟ୍‌ ଦେଇଛି। ନୂଆ ମୁହଁ ଭାବେ ଏଥର ବିଜେଡି ଟିକେଟରେ ଧାମନଗରରୁ ସଂଜୟ ଦାସ ଓ ଯାଜପୁରରୁ ସୁଜାତା ସାହୁ ଲଢ଼ିବେ।

Related Articles

Back to top button
WP Twitter Auto Publish Powered By : XYZScripts.com