ଜାତୀୟ

ଆସନ୍ତା ମେ ୧୦ ଅକ୍ଷୟ ତୃତୀୟାରେ ବାବା କେଦାରନାଥଙ୍କ ମନ୍ଦିର ଖୋଲିବାକୁ ଯାଉଛି

ଜ୍ୟୋତିର୍ଲିଙ୍ଗ କେଦାରନାଥଙ୍କ ଭକ୍ତମାନଙ୍କ ପାଇଁ ଖୁସିଖବର । ଆସନ୍ତା ମେ ୧୦ ଅକ୍ଷୟ ତୃତୀୟାରେ ବାବା କେଦାରନାଥଙ୍କ ମନ୍ଦିର ଖୋଲିବାକୁ ଯାଉଛି ।

ଏହି ମନ୍ଦିରର କବାଟ ପ୍ରତିବର୍ଷ ଭାଇଦୂଜ ଦିନ ବନ୍ଦ ରହିଥାଏ ଏବଂ ୬ ମାସ ପରେ ଅକ୍ଷୟ ତୃତୀୟା ଦିନ କେଦାରନାଥ ଧାମର ଦ୍ୱାର ଖୋଲିବା ପାଇଁ ନିୟମ ରହିଛି । କେଦାରନାଥ ଧାମର ଦ୍ୱାର ଖୋଲିବା ପୂର୍ବରୁ କେଦାରନାଥଙ୍କ ପଞ୍ଚମୁଖୀ ଭୋଗ ମୂର୍ତ୍ତିପୂଜା କରାଯାଏ, ଯାହା କି ୨୦୨୪ ମସିହା ମେ ୫ ତାରିଖରେ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com