ଜାତୀୟ

ମର୍ସିଡିଜ୍‌ରେ ନିଶା ଦ୍ରବ୍ୟ ଚାଲାଣା କରୁଥିବା ବେଳେ ଜାତୀୟ ସ୍ତରର ଜଣେ ରେସଲର ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି

ମର୍ସିଡିଜ୍‌ରେ ନିଶା ଦ୍ରବ୍ୟ ଚାଲାଣା କରୁଥିବା ବେଳେ ଜାତୀୟ ସ୍ତରର ଜଣେ ରେସଲର ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ଉତ୍ତର ଦିଲ୍ଲୀରୁ ଏମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଡ୍ରଗ୍ସ ଜବତ କରାଯାଇଛି।

ପୁଲିସ୍‌ କହିଛି ଯେ ଡ୍ରଗ୍‌ ଚାଲାଣକାରୀମାନେ ହିମାଚଳ ପ୍ରଦେଶର ଗୋଟିଏ ଗାଁରୁ ମଲାନା କ୍ରିମ କିଣୁଥିଲେ। ଏହାକୁ ଦିଲ୍ଲୀ ଓ ଦେଶର ବିଭିନ୍ନ ରାଜ୍ୟରେ ବିକ୍ରି କରୁଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com