-
ଓଡ଼ିଶା
କୃଷି ଋଣ ପାଇଁ ନୂଆ ପୋର୍ଟାଲ ”ସଫଳ”
ଭୁବନେଶ୍ୱର, ୨୬/୧୦/୨୦୨୨ – ଅର୍ଥ ଅଭାବରୁ ରାଜ୍ୟର କେହି ଚାଷୀ ଆଉ ଅସୁବିଧାରେ ପଡିବେ ନାହିଁ । ହାତ ପାହାନ୍ତାରେ ଉପଲବ୍ଧ ହେବ ବ୍ୟାଙ୍କ ଋଣ ।…
Read More » -
ଓଡ଼ିଶା
ବୁଧବାରରୁ ପୁଣି ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ
ଭଦ୍ରକ, ୨୫/୧୦/୨୦୨୨- ଧାମନଗର ଉପନିର୍ବାଚନକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା । କିଏ ଜିତିବ, ଆଉ କିଏ ହାରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।…
Read More » -
ଓଡ଼ିଶା
ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ହତ୍ୟା
ବାଲିଗୁଡା, ୨୫/୧୦/୨୦୨୨- କନ୍ଧମାଳରେ ପୁଣି ମାଓବାଦୀଙ୍କ ଲାଲ କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ…
Read More » -
ଓଡ଼ିଶା
ଓଡିଶା ସମେତ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେଲା ସୂର୍ଯ୍ୟ ପରାଗ
ଭୁବନେଶ୍ୱର, ୨୫/୧୦/୨୦୨୨ – ଓଡିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଦୃଶ୍ୟମାନ ହୋଇଛି ସୂର୍ଯ୍ୟ ପରାଗ । ଏହା ଥିଲା ଚଳିତ ବର୍ଷର ଶେଷ ସୂର୍ଯ୍ୟ…
Read More » -
ଅନ୍ୟାନ୍ୟ
ଅଶାନ୍ତ ପିପିଲିରେ ପୁଲିସ ଛାଉଣୀ
ପିପିଲି, ୨୫/୧୦/୨୦୨୨- ବୋମାମାଡ ସହ ଗୁଳିମାଡରେ ଅଶାନ୍ତ ହୋଇପଡ଼ିଛି ପିପିଲି । ୭ ନମ୍ବର ୱାର୍ଡରେ ପୁଲିସ ଛାଉଣୀ ହୋଇଛି । ୨ ପ୍ଲାଟୁନ ପୁଲିସ ଫୋର୍ସ…
Read More » -
ଓଡ଼ିଶା
ଭଦ୍ରକରେ ଉତ୍ସାହ ଭିତରେ ଚାଲିଛି କାଳୀପୂଜା
ଭଦ୍ରକ, ୨୫/୧୦/୨୦୨୨- ସୋମବାର ଠାରୁ ଭଦ୍ରକରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ କାଳୀପୂଜା । ଏଥିପାଇଁ ଉତ୍ସବ ମୁଖର ଭଦ୍ରକ ସହର । ମା’ ଭଦ୍ରକାଳୀ ପୀଠ, ମା’…
Read More » -
ଓଡ଼ିଶା
ହଷ୍ଟେଲରୁ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର
ଓଲଟପୁର, ୨୫/୧୦/୨୦୨୨ – କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁରରେ ଥିବା ଦେବକି ହଷ୍ଟେଲରେ ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ…
Read More » -
ଓଡ଼ିଶା
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦେଲା ବିଜେଡି
ଭୁବନେଶ୍ୱର, ୨୫/୧୦/୨୦୨୨- ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ବିରୋଧରେ ଅଭିଯୋଗ ଆଣିଛି ବିଜେଡି । ଦଳର ଅଭିଯୋଗ ଅନୁସାରେ, ଧାମନଗର ଉପନିର୍ବାଚନରେ ଭୋଟ ହାତେଇବା…
Read More » -
ଜାତୀୟ
ଅଗ୍ନିକାଣ୍ଡରେ ୭୦୦ରୁ ଅଧିକ ଦୋକାନ ପୋଡି ପାଉଁଶ
ଇଟାନଗର, ୨୫/୧୦/୨୦୨୨ – ଅରୁଣାଚଳ ପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ । ରାଜଧାନୀ ଇଟାନଗର ନାହାରଲଗୁନରେ ଅଗ୍ନିକାଣ୍ଡ ଘଟି ୭୦୦ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଛି ।…
Read More » -
ଓଡ଼ିଶା
ବାଣ ବିସ୍ଫୋରଣରେ ଶିଶୁ ମୃତ
କୋରେଇ, ୨୫/୧୦/୨୦୨୨ – ଯାଜପୁର ଜିଲ୍ଲା କୋରେଇ ଥାନା ଚାରଦା ଗ୍ରାମରେ ବାଣ ଫୁଟାଇବା ସମୟରେ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ଶିଶୁର ମୃତ୍ୟୁ ହୋଇଛି । ଗ୍ରାମର…
Read More »