ଅନ୍ତର୍ଜାତୀୟ
-
ଓଜନ କମାଇବାକୁ ଡାଏଟ୍ କରୁଥିଲେ ସାବଧାନ, ଜୀବନ୍ତ କଙ୍କାଳ ହୋଇଯିବା ରହିଛି ଆଶଙ୍କା
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: କଣ ଆପଣ ବି ନିଜ ଶରୀରର ଓଜନ କମାଇବାକୁ ଚାହୁଁଛନ୍ତି କି ? ଏଥିପାଇଁ ଡ଼ାଏଟ୍ରେ ଅଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ…
Read More » -
JIO Cinemaକୁ ଟକ୍କର ଦେବ Hotstar, ମାଗଣାରେ ଦେଖାଇବ କ୍ରିକେଟ ମ୍ୟାଚ୍
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଏଣିକି ପପୁଲାର ଓଟିଟି ପ୍ଲାଟଫର୍ମ ହଟ୍ଷ୍ଟାର ଯୋଗାଇବ ମାଗଣା ସେବା । ୟୁଜର୍ସଙ୍କୁ…
Read More » -
ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ବାହାନଗା ଟ୍ରେନ୍ ଦୁର୍ଘଟଣା, ବ୍ରିଟେନ୍ରେ ଝରିଲା ଲୁହ
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ମନରୁ ଲିଭୁନି ସେ କାଳ ରାତିର କରାଳ ରୂପ । ଏକାବେଳେକେ ଚାଲିଗଲା ୨୮୮ ଜୀବନ । କେବଳ ଓଡ଼ିଶା କି ଭାରତ…
Read More » -
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଆମେରିକାରେ ନୂଆ କିର୍ତ୍ତୀମାନ
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ : ସାରା ବିଶ୍ୱରେ ବାଃ ବାଃ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ନାଁକୁ ଉଚ୍ଚ କରିବା ସହିତ ଗୋଟଏ ପରେ…
Read More » -
ଟ୍ରାଏଲ୍ କରୁ କରୁ ପପୁଲାର୍ ହୋଇଗଲା ଆଇଟମ୍, ବିନା ପ୍ରମୋସନରେ ବିଗ୍ ସକସେସ୍
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: କୁହାଯାଏ କି ବିନ୍ଦୁ ବିନ୍ଦୁ ମିଶି ସିନ୍ଧୁ ବା ସମୁଦ୍ର ହୁଏ । କିନ୍ତୁ ଏକଥା ବିଶ୍ଵାସ କରି ହେଉ ନାହିଁ କି…
Read More » -
ବାଂଲାଦେଶର ସବୁଠୁ ଚର୍ଚ୍ଚିତ ଚେହେରା ଆଲମ, ତାଙ୍କ ବିଷୟରେ ଜାଣନ୍ତୁ…
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଭାଇରାଲ ଷ୍ଟାର ହିରୋ ଆଲମଙ୍କୁ କିଏ ବା ନଜାଣେ । ଆଲମ ହେଉଛନ୍ତି ବାଂଲାଦେଶର ସବୁଠୁ ଚର୍ଚ୍ଚିତ ଚେହେରା । କାରଣ ସେ…
Read More » -
ସମ୍ଭୋଗ ଚାମ୍ପିଅନ୍ଶିପ୍ ଖବରର କୌଣସି ସତ୍ୟତା ନାହିଁ
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଆସନ୍ତା ଜୁନ୍ ୮ରେ ହେବାକୁ ଯାଉଛି ସମ୍ଭୋଗ ଚାମ୍ପିଅନ୍ଶିପ୍। ବିଶ୍ଵର ପ୍ରଥମ ଦେଶ ଭାବେ ସ୍ଵିଡେନ୍ ଏହା ଆୟୋଜନ କରିବାକୁ ଯାଉଛି। ସମ୍ଭୋଗକୁ…
Read More » -
ସମ୍ଭୋଗକୁ ଏକ ଖେଳର ମାନ୍ୟତା ଦେଲା ବିଶ୍ୱର ପ୍ରଥମ ଦେଶ ସ୍ୱିଡେନ୍
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: କୁହାଯାଏ ଶାରିରୀକ ମିଳନ ପ୍ରକୃତି ପ୍ରଦତ୍ତ । ସ୍ଥାନ-କାଳ-ପାତ୍ର ଅନୁସାରେ ଏସବୁ ପୁରୁଷ-ସ୍ତ୍ରୀଙ୍କ ସହମତିରେ ହୋଇଥାଏ ଏବଂ ଗୁପ୍ତ ରଖାଯାଏ । ପାରିବାରିକ…
Read More » -
ସପ୍ତାହକର ଛୁଟିରେ ଛାତ୍ରଛାତ୍ରୀମାନେ ବସନ୍ତ ଋତୁ ଉପଭୋଗ ସହ ପ୍ରେମ କରିବେ… ଜାଣନ୍ତୁ କେମିତି
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ପ୍ରେମ କରିବା ପାଇଁ ମିଳୁଛି ଛୁଟି । କଲେଜରେ ଦିଆଯାଉଛି ଗୋଟେ ସପ୍ତାହର ସ୍ପ୍ରିଙ୍ଗ ବ୍ରେକ। ଏହି ସପ୍ତାହକର ଛୁଟିରେ ଛାତ୍ରଛାତ୍ରୀ ମାନେ…
Read More » -
ରେସଲରଙ୍କୁ ଦୁର୍ବ୍ୟବହାର, ସହି ପାରିଲେନି ବିଶ୍ୱକପ୍ ବିଜୟୀ କ୍ରିକେଟର୍, ଚେତେଇ ଦେଲା ୧୯୮୩ ଟିମ୍
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ବର୍ତ୍ତମାନ ସମୟରେ କ୍ରୀଡ଼ାବିତ ଓ ସରକାରଙ୍କ ମଧ୍ୟରେ ଲାଗି ରହଥିବା ତୁମୁଳକାଣ୍ଡକୁ ନେଇ ପୂରାଦେଶ ଉଠୁଛି ପଡୁଛି । ଦେଶର ଗର୍ବ ଆଉ…
Read More »