କ୍ରୀଡ଼ା
-
ଚର୍ଚ୍ଚାରେ ରହିଥାନ୍ତି କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି
ସିଆଲ୍ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି । ଧୋନିଙ୍କ ଗୋଟେ ଝଲକ ପାଇଁ ହେଉ ବା ତାଙ୍କ ଅଟୋଗ୍ରାଫ୍ ନେବା…
Read More » -
ବିଶ୍ୱକପର ଫାଇନାଲରେ କେଉଁ ଦୁଇ ଦଳ ମୁହାଁମୁହିଁ
ବିଶ୍ୱକପର ଫାଇନାଲରେ କେଉଁ ଦୁଇ ଦଳ ମୁହାଁମୁହିଁ ହେବେ ସେ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। ପାକିସ୍ତାନ କ୍ରିକେଟ ଦଳର ଦୁଇ ପୂର୍ବତନ ଅଧିନାୟକ ସେମାନଙ୍କ…
Read More » -
ବିଶ୍ୱକପ ୨୦୨୩ରୁ ପାକିସ୍ତାନ ବାହାର ହୋଇଯାଇଛି
ବିଶ୍ୱକପ ୨୦୨୩ରୁ ପାକିସ୍ତାନ ବାହାର ହୋଇଯାଇଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ ଶେଷ ହେବା ପୂର୍ବରୁ ଏହା ଜଣାପଡ଼ିଛି। ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିବାକୁ ପାକିସ୍ତାନ ଦଳ ସଂଘର୍ଷ…
Read More » -
ଅଷ୍ଟ୍ରେଲୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ମେଗ ଲାନିଙ୍ଗ ତାଙ୍କ ଅବସର ଘୋଷଣା କରିଛନ୍ତି
ଅଷ୍ଟ୍ରେଲୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ମେଗ ଲାନିଙ୍ଗ ତାଙ୍କ ଅବସର ଘୋଷଣା କରିଛନ୍ତି । ଚଳିତ ବର୍ଷ ଫେବୃଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି -୨୦…
Read More » -
ଅଭିନେତ୍ରୀ ପାୟଲ ଘୋଷ ବିବାହ ପାଇଁ ଶାମିଙ୍କୁ ପ୍ରସ୍ତାବ ଦେଇଛନ୍ତି
ଶାମି ଏକ ଭିନ୍ନ କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। କାରଣ ହେଲା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପାୟଲ ଘୋଷ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ…
Read More » -
ପାକିସ୍ତାନ ସେମିଫାଇନାଲ ଖେଳୁ ବୋଲି ଗାଙ୍ଗୁଲି କହିଛନ୍ତି।
ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱକପ ୨୦୨୩ର ସେମିଫାଇନାଲକୁ ନିଜ ମତ ରଖିଛନ୍ତି। ପାକିସ୍ତାନ ସେମିଫାଇନାଲ ଖେଳୁ ବୋଲି ଗାଙ୍ଗୁଲି କହିଛନ୍ତି। ସେମିଫାଇନାଲରେ ଭାରତ…
Read More » -
ବିରାଟଙ୍କୁ ସ୍ୱାର୍ଥବାଦୀ ବୋଲି କହିବାକୁ ପଛାଇନାହାନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ହାଫିଜ
ବିରାଟଙ୍କୁ ସ୍ୱାର୍ଥବାଦୀ ବୋଲି କହିବାକୁ ପଛାଇନାହାନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପାକିସ୍ତାନ ଟିମରେ ପ୍ରଫେସର ନାମରେ ଜଣାଶୁଣା ମହମ୍ମଦ ହାଫିଜ । ଅନ୍ୟପଟେ ବିରାଟଙ୍କ ସମର୍ଥନରେ…
Read More » -
କିଏ କରିଛନ୍ତି ଅଧିକ ସେଞ୍ଚୁରୀ, ଭାରତରୁ ଅଛନ୍ତି କେତେ ଜଣ
ବିଶ୍ୱରେ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି କ୍ରିକେଟ । ସମୟ ବଦଳିବା ସହ ଲୋକମାନଙ୍କ ଇଚ୍ଛାକୁ ଗୁରୁତ୍ୱ ଦେଇ କ୍ରିକେଟର ଫର୍ମାଟକୁ ବି ବଦଳାଯାଇଛି ।…
Read More » -
ଶ୍ରୀଲଙ୍କାର ଖେଳାଳି ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍ ଆଉଟ୍
୧୪୬ ବର୍ଷର କ୍ରିକେଟ୍ ଇତିହାସରେ ପ୍ରଥମଥର ପାଇଁ ଏକ ନୂଆ ଘଟଣା ଘଟିଛି। ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ ସମୟରେ ଶ୍ରୀଲଙ୍କାର ଖେଳାଳି ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍ ଆଉଟ୍ ଘୋଷଣା…
Read More »