ଅନ୍ୟାନ୍ୟ

ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ

ଡେରାଡୁନ୍ () ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରହିଛି  ।  ଆଜି ସକାଳ ୫ଟା ୩ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂର ଭୂକମ୍ପର କେନ୍ଦ୍ରସ୍ଥଳ ।
ଭୂମିକମ୍ପ ପରେ ଭୟରେ କେହି କେହି ଘରୁ ବାହାରକୁ ଚାଲି ଆସିଥିଲେ । କଣ ହେଲା ବୋଲି ଅଚାନକ କେହି କିଛି ବୁଝି ପାରି ନଥିଲେ । ପରେ ଜାଣିବାକୁ ପାଇଥିଲେ ଭୂକମ୍ପର ପ୍ରଭାବ । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସୂଚନା ମିଳିନି ।

Related Articles

Back to top button
WP Twitter Auto Publish Powered By : XYZScripts.com