ବିଜ୍ଞାନ ଓ ପ୍ରଯୁକ୍ତି

ଅପଡେଟ୍‌ ହେବ ପୁରୁଣା ଆଧାରକାର୍ଡ

ଭୁବନେଶ୍ୱର, ୨୭/୧୨/୨୦୨୨-     ୧୦ ବର୍ଷରୁ ଅଧିକ ପୁରୁଣା ଆଧାରକାର୍ଡ ହେବ ଅପଡେଟ୍‌ । କୌଣସି ବ୍ୟକ୍ତିଙ୍କର ଡାଟାବେସ୍‌ରେ ଦିଆ ଯାଇଥିବା ସୂଚନାର ସଠିକତା ଏବଂ ସର୍ବଶେଷ ତଥ୍ୟ ଉଲ୍ଲେଖ କରିବା ଉଦ୍ଦେଶ୍ୟରେ ଏହାକୁ ଅପଡେଟ୍‌ କରାଯିବା ଦରକାର । ଏହି ପରାମର୍ଶ ଦେଇଛନ୍ତି ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ । ଅନଲାଇନରେ ‘ମାଇଁ ଆଧାର ପୋର୍ଟାଲ’ରେ ଆବଶ୍ୟକ ପରିଚୟ ପ୍ରମାଣପତ୍ର ଅ‌ପଲୋଡ କରି କିମ୍ବା ନିକଟସ୍ଥ ଆଧାର କେନ୍ଦ୍ରକୁ ଯାଇ ଏହି କାର୍ଯ୍ୟ କରା ଯାଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com