ଅନ୍ୟାନ୍ୟ

ପୁଲିସ ଉପରକୁ ପଥର ମାଡ଼ : ୩ ଆହତ

ସମ୍ବଲପୁର, ୧୨/ ୦୪/ ୨୦୨୩ –   ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପୁଲିସ ଉପରକୁ ପଥର ମାଡ଼ ହୋଇଥିବା ଜଣାପଡ଼ିଛି । ଏଥିରେ ଧନୁପାଲି ଓ ଟାଉନ ଥାନା IICଙ୍କ ସମେତ ୩ ପୁଲିସ ଆହତ ହୋଇଛନ୍ତି । ଦୁଇ IICଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆହତ ପୁଲିସ ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମତିଜିରା ମସଜିଦ ନିକଟର ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟ ଏକ ଗୋଷ୍ଠୀର ଲୋକେ ଏହି ପଥର ମାଡ଼ କରିଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com