ଅନ୍ୟାନ୍ୟ

ଶାସ୍ତ୍ର ଅନୁସାରେ ଖାଦ୍ୟରୁ କେଶ ବାହାରିବା ଦେଇଥାଏ ଏହିସବୁ ଦୁର୍ଦିନର ସଂକେତ ରୁହନ୍ତୁ ସତର୍କ

ଖଦ୍ୟରୁ କେଶ ବାହାରିବା ଏକ ସାମାନ୍ୟ କଥା । ହେଲେ କଣ ଆପଣ ଜାଣନ୍ତି କି ଯଦି ଏହି କେଶ ଆପଣଙ୍କ ଖାଦ୍ୟରୁ ଲଗାତାର ବାହାରୁଛି ତେବେ ଏହା କଣର ସଂକେତ ଦେଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖାଦ୍ୟରୁ ବାରମ୍ବାର କେଶ ବାହାରିବାକୁ ଅଶୁଭ ବୋଲି ମନେ କରାଯାଏ । କେହି କେହି ଏହାକୁ ଦାରିଦ୍ର୍ୟର କାରଣ କହିଥାନ୍ତି ତ ଆଉ କେହି ଏହାକୁ ଏକ ବଡ଼ ବିପଦର କାରଣ ମନେ କରିଥାନ୍ତି ।

ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖାଦ୍ୟରେ ବାରମ୍ବାର କେଶ ବାହାରିବା କାହାକୁ ଦର୍ଶାଇଥିବା ଜାଣିବା ।

ମାନ୍ୟତା ଅନୁସାରେ ଯଦି ବାରମ୍ବାର ଖାଇବାରୁ ଚୁଟି ବାହାରୁଛି ତେବେ ଏହା କୌଣସି ଗୋଟିଏ ଖରାପ ସଂକେତ ହୋଇପାରେ l ଏହାଦ୍ୱାରା ଜୀବନ ରେ କୌଣସି ଗୋଟିଏ ବଡ ବିଘ୍ନ ଆସିବାର ସମ୍ଭାବନା ରହିଥାଏ , ତେଣୁ ଏଥିପ୍ରତି ସତର୍କ ରହିବା ଜରୁରୀ ଅଟେ l

ଯେଉଁ ଖାଦ୍ୟରେ ବାରମ୍ବାର କେଶ ବାହାରୁଛି ତାହାକୁ ସେବନ କରିବା ଉଚିତ୍ ନୁହେଁ । ଏହା ଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟ ଖରାପ୍ ହୋଇପାରେ ।

ଖାଦ୍ୟରୁ କେଶ ବାହାରିବାର ଅନେକ ସଂକେତ ହୋଇପାରେ ପିତୃ ଦୋଷ ଅର୍ଥାତ୍ ଆପଣଙ୍କର ପିତୃ ପୁରୁଷ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଯାହା ଭଲ ନୁହେଁ ।

ଏହାର କାରଣ ଏପରି ବି ହୋଇପାରେ କି ଆପଣଙ୍କ ଜାତକରେ ରାହୁ ଙ୍କର ଖରାପ୍ ପ୍ରଭାବ ପଡ଼ିବାକୁ ଯାଉଛି । ତେଣୁ କରି ଏଥି ପ୍ରତି ଧ୍ୟାନ ଦିଅନ୍ତୁ ।

 

Related Articles

Back to top button
WP Twitter Auto Publish Powered By : XYZScripts.com