ଅନ୍ୟାନ୍ୟ

ଓମାର ଅବଦ୍ଦୁଲାଙ୍କୁ ମିଳିବନି ପତ୍ନୀ ପାୟଲ ଅବଦ୍ଦୁଲାଙ୍କଠାରୁ ଛାଡ଼ପତ୍ର

ଓମାର ଅବଦ୍ଦୁଲାଙ୍କୁ ମିଳିବନି ପତ୍ନୀ ପାୟଲ ଅବଦ୍ଦୁଲାଙ୍କଠାରୁ ଛାଡ଼ପତ୍ର । ଦିଲ୍ଲୀ ହାଇକୋର୍ଟ ଓମାର ଅବଦ୍ଦୁଲାଙ୍କ ଆବେଦନକୁ ଖାରଜ କରିଛନ୍ତି ।

ଜଷ୍ଟିସ୍ ସଞ୍ଜୀବ ସଚ୍ଚଦେବା ଓ ବିକାଶ ମହାଜନଙ୍କ ଖଣ୍ଡପୀଠ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦ୍ଦୁଲାଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଛନ୍ତି । ପତ୍ନୀ ପାୟଲ ଅବଦ୍ଦୁଲାଙ୍କର ତାଙ୍କ ପ୍ରତି କ୍ରୁରତାକୁ କାରଣ ଦର୍ଶାଇ ଛାଡ଼ପତ୍ର ଆବେଦନ କରିଥିଲେ ଓମାର । ମାନସିକ କିମ୍ବା ଶାରିରୀକ ଭାବେ ଓମାରଙ୍କୁ ତାଙ୍କ ପତ୍ନୀ କ୍ରୁରତା ଦେଖାଇଥିବା ନେଇ ପ୍ରମାଣ ପାଇନଥିବାରୁ ଓମାରଙ୍କ ଆବେଦନ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

Related Articles

Back to top button
WP Twitter Auto Publish Powered By : XYZScripts.com