ଜାତୀୟ

ସୁପ୍ରିମକୋର୍ଟରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଆଜି ଏକ ସତ୍ୟପାଠ ଦାଖଲ କରି କହିଛି କି, ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିଛି ।

ସୁପ୍ରିମକୋର୍ଟରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଆଜି ଏକ ସତ୍ୟପାଠ ଦାଖଲ କରି କହିଛି କି, ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିଛି ।

ନିର୍ବାଚନ ଆୟୋଗଙ୍କୁ ଦାନଦାତା ଓ ଲାଭାର୍ଥୀଙ୍କ ପକ୍ଷର ବଣ୍ଡ ନମ୍ବର ପ୍ରଦାନ କରାଯାଇଛି । ଏସବିଆଇର ଚେୟାରମ୍ୟାନ ଦିନେଶ ଖାରା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ , ନିର୍ବାଚନ ଆୟୋଗଙ୍କ ନିକଟରେ ଇଲେକ୍ଟୋରାଲ ବଣ୍ଡ କିଣିଥିବା କମ୍ପାନୀର ନାମ, ମୁଲ୍ୟବର୍ଗ ଓ ଇଲେକ୍ଟୋରାଲ ବଣ୍ଡର ବିଶିଷ୍ଠ ସଂଖ୍ୟା ପ୍ରଦାନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com