କ୍ରୀଡ଼ା

ଆଜିଠୁ ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ

ଆଜିଠୁ ଆରମ୍ଭ ହେଉଛି ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ । ସେର୍-ବାଂଲା ନ୍ୟାସନାଲ ଷ୍ଟାଡିୟମ୍ରେ ଦ୍ୱିତୀୟ ତଥା ଶେଷ ଟେଷ୍ଟ ଖେଳାଯିବ । ପ୍ରଥମ ଟେଷ୍ଟ ଭାରତ ୧୮୮ ରନ୍ରେ ଜିତି ଥିଲା । ତେଣୁ ଶେଷ ଟେଷ୍ଟ ଜିତି ସିରିଜ୍ କବ୍ଜା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତର କାମଚଳା ଅଧିନାୟକ ରାହୁଲ ଅଭ୍ୟାସ ବେଳେ ଆହତ ହୋଇଛନ୍ତି । ସେ ଗୁରୁତର ନହୋଇଥିଲେ ମଧ୍ୟ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ରାହୁଲ ନଖେଳିଲେ ଅଭିମନ୍ୟୁ ଈଶ୍ୱରନ୍ଙ୍କୁ ସୁଯୋଗ ମିଳିବା ସମ୍ଭାବନା ଅଧିକ ।

Related Articles

Back to top button
WP Twitter Auto Publish Powered By : XYZScripts.com